ଡ୍ୟାନ୍ସ ବାରକୁ ଅନୁମତି ?

28

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଡାନ୍ସବାର ଖୋଲିବା ପାଇଁ ଓଡିଶା ସରକାରଙ୍କ ନିକଟରେ ଆବେଦନ । ୯ଟି ଡାନ୍ସବାର ଖୋଲିବା ପାଇଁ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିକଟରେ ଆବେଦନ କରାଯାଇଛି । ବିଦେଶୀ ଠିପିଖୋଲା ଲାଇସେନ୍ସ ଧାରୀ ମଦ ଦୋକାନୀମାନେ ଏହି ଆବେଦନ କରିଛନ୍ତି । ଅର୍ଥାତ୍ ଏକାଠି ଉପଲବ୍ଧ ହେବ ମଦ ଓ ନାଚର ମାତକତା । ଆଜି ବିଧାନସଭାରେ ଏନେଇ ସୂଚନା ଦେଇଛନ୍ତି ଅବକାରୀ ମନ୍ତ୍ରୀ । ମନ୍ତ୍ରୀ କହିଛନ୍ତି, ଆବେଦନଗୁଡିକ ବିଚାରାଧିନ ଅଛି ।