ଦାମ ମାରିଲେ ଚ୍ୟାଲେଂଜ : କହିଲେ ମରିବା ଯାଏଁ ମୁଁ ଅପରାଜେୟ

33

କନକ ବ୍ୟୁରୋ : ମରିବା ଯାଏଁ ମୁଁ ଅପରାଜେୟ । ଏଭଳି ଦୃଢୋକ୍ତି ପ୍ରକାଶ କରିଛନ୍ତି ଅବକାରୀ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ନେତା ଦାମୋଦର ରାଉତ । କନକ ନ୍ୟୁଜକୁ ଦେଇଥିବା ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ସେ ଏହା କହିଛନ୍ତି । ଏହା ଛଡା ସେ କହିଛନ୍ତି ତାଙ୍କୁ ଅଣ୍ଡାମାଡ କରିବାର କାହାର ସାହସ ନାହିଁ ।

ଅଧିକ ଜାଣିବା ପାଇଁ ଦେଖନ୍ତୁ ଏହି ଭିଡିଓ –