ଅଗେ ମାଟି ତାପରେ ପାର୍ଟି : ଦାମ ରାଉତ

52

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ମହାନଦୀ ବିବାଦକୁ ନେଇ ସର୍ବଦଳୀୟ ବୈଠକ ପ୍ରସଙ୍ଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ବିଜେଡି ନେତା ଦାମୋଦର ରାଉତ । କହିଛନ୍ତି ଆଲୋଚନା ପାଇଁ ରାଜ୍ୟ ସରକାରଙ୍କ ଦ୍ୱାର ସବୁବେଳେ ଖୋଲା ରହିଛି । କାରଣ ଆଗେ ମାଟି ତାପରେ ପାର୍ଟି । ତେବେ ବିରୋଧୀ ନେତା ପଥମେ ନିଷ୍ପତି ନିଅନ୍ତୁ ଏହି ବୈଠକରେ କଣ କରିବେ ବୋଲି କହିଛନ୍ତି ଦାମ ।