କଟକ ଗଳିକୁ ପହଁଚିଲା ପାରାଦୀପ କଳି : ଅଣ୍ଡାମାଡ ଉପରେ ଦେବାଶିଷ କହିଲେ, ନିଜେ ଦାମ ଦାୟୀ

27

କନକ ବ୍ୟୁରୋ : ବିଜେଡିର ଦୁଇ ବରିଷ୍ଠ ନେତା ମୁହାଁମୁହିଁ । ଗୋଟିଏ ପଟେ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ଓ ଅନ୍ୟପଟେ ବରିଷ୍ଠ ନେତା ଦେବାଶିଷ ସାମନ୍ତରାୟ । ଦାମଙ୍କ ମହାନଦୀ ସମାବେଶରେ ଅଣ୍ଡାମାଡକୁ ନେଇ ଦେବାଶିଷ କହିଛନ୍ତି ଅଣ୍ଡାମାଡ ପାଇଁ ନିଜେ ଦାମ ହିଁ ଦାୟୀ । ଆଉ ଏହା ପରେ ଚିହିଁକି ଉଠିଥିଲେ ଦାମ ।

ଦେଖନ୍ତୁ ଏହି ଭିଡିଓ –