ଚାଷୀଙ୍କୁ କଟାକ୍ଷ କଲେ ଦାମ ! କହିଲେ, ଋଣ ନେଇ ମଦ ପିଉଛନ୍ତି ଚାଷୀ, କାହିଁକି କରାଯିବ ଋଣ ଛାଡ

72

କନକ ବ୍ୟୁରୋ : ଚାଷୀଙ୍କୁ କଟାକ୍ଷ କଲେ ଦାମ ରାଉତ । ଋଣ ନେଇ ଚାଷୀ ମଦ ପିଉଛନ୍ତି ଓ ଝିଅ ବାହାଘର କରୁଛନ୍ତି ବୋଲି କଟାକ୍ଷ କରି କହିଛନ୍ତି ଦାମ ରାଉତ । ଏପରିକି ୠଣ ନେଇ ଚାଷୀ ୠଣ ସୁଝୁନାହାନ୍ତି ବୋଲି କହିଛନ୍ତି । ଏପିରି ସ୍ଥିତିରେ କାହିଁକି ଋଣ ଛାଡ କରାଯିବ ବୋଲି ଦାମ ରାଉତ ପ୍ରଶ୍ନ କରିଛନ୍ତି । ଦାମୋଦର ରାଉତଙ୍କ ଏପରି କଟାକ୍ଷରେ ଓଡ଼ିଶାର ଚାଷୀ ହତାଶ ହୋଇଛନ୍ତି ।