ଚାଷୀ ଋଣ ନେଇ ମଦ ପିଉଛନ୍ତି ବୋଲି ବୟାନ ପରେ ପଲଟିଲେ ଦାମ ! କହିଲେ, ଗଣମାଧ୍ୟମ କରୁଛି ଅତିରଂଜିତ

19

କନକ ବ୍ୟୁରୋ : ଚାଷୀ ଋଣ ନେଇ ମଦ ପିଉଛନ୍ତି ବୋଲି ବୟାନ ପରେ ପଲଟି ଗଲେ ଦାମଦୋର ରାଉତ । କହିଲେ, ଯଦି କହିଥିବେ ତେବେ ଦଣ୍ଡ ପାଇଁ ପ୍ରସ୍ତୁତ ଅଛି । ଗଣମାଧ୍ୟମ ଏହାକୁ ଅତିରଂଜିତ କରୁଛି । ଯେଉଁମାନେ ପ୍ରକୃତରେ ଋଣୀ ଚାଷୀ ତାଙ୍କୂ ଋଣ ଛାଡ ହେଉନି । ଅଫିସର ମାନେ ପ୍ରଶାସକ । ଶାସକ କଥା ପ୍ରଶାସନ ନମାନିବାରୁ ତାହାର ପ୍ରତିବିଧାନ ହୋଇପାରୁନି । ଫଳରେ ଚାଷୀମାନେ ଶୋଷିତ ହେଉଛନ୍ତି ।

ଏହା ସହ ଦେଖନ୍ତୁ ଏହି ଭିଡିଓ-