ବୈଜୟନ୍ତଙ୍କ ଟ୍ୱିଟ ନେଇ ଦାମ ରାଉତଙ୍କ ପ୍ରତିକ୍ରିୟା : ବାହାରେ ନକହି ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରନ୍ତୁ

53

କନକ ବ୍ୟୁରୋ : ବୈଜୟନ୍ତଙ୍କ ଟ୍ୱିଟ ନେଇ ପ୍ରତିକ୍ରିୟା ରଖିଛନ୍ତି ଦାମ ରାଉତ । ବିଜେଡି କମିଟିରେ ବୈଜୟନ୍ତ ଥିଲେ । ଦଳ ଗଢିବାରେ ତାଙ୍କର ଅବଦାନ ଥିବା କହୁଛନ୍ତି । ଯଦି ଏହା ସତ, ତେବେ ସେ ଦଳର ବିପର୍ଣ୍ଣ ଅବସ୍ଥା ଜାଣିଥିବେ । ସେ ଜଣେ ବରିଷ୍ଠ ସାଂସଦ । କିଛି ଅନୁଭବ କରିଥିବେ ବୋଲି ଏଭଳି କହିଛନ୍ତି । ବାହାରେ ନକହି ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରନ୍ତୁ ବୋଲି କ÷ହିଛନ୍ତି ଦାମ ରାଉତ ।