କାଷ୍ଟିଂ କାଉଚରେ ଲିପ୍ତ ବ୍ୟକ୍ତି ସୁଧୁରି ଯିବା ଉଚିତ : ଦୈତାରୀ ପଣ୍ଡା

70

କନକ ବ୍ୟୁରୋ : ଯଲିଉଡରେ କାଷ୍ଟିଂ କାଉଚ ପ୍ରସଙ୍ଗ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ଯାତ୍ରା ଅଭିନେତା ଦୈତାରୀ ପଣ୍ଡା । କହିଛନ୍ତି ଅଭିଯୋଗର ବିଦ୍ଧିବଧ ତଦନ୍ତ ହେବା ଜରୁରୀ । ତେବେ ଯେଉଁମାନେ ଏହି କାର୍ଯ୍ୟରେ ଲିପ୍ତ ଅଛନ୍ତି ସେମାନେ ସୁଧୁରି ଯିବା ଉଚିତ ବୋଲି କହିଛନ୍ତି ଏହି ଅଭିନେତା ।