ଡି-ଲିଙ୍କþ ମାମଲା : ଧଳ ବ୍ରଦର୍ସଙ୍କ ସହଯୋଗୀ ଉମେଶ ମହାରଣା ଗିରଫ

33

କଟକ ବ୍ୟୁରୋ, କନକ ନ୍ୟୁଜ୍: ଡିବ୍ରଦର୍ସ ଲିଙ୍କ ନେଇ ପୁଲିସର ଖୋଳତାଡ ଜାରି ରହିଛି । ଏ ନେଇ ଆଜି ଚାଉଳିଆଗଂଜ ପୁଲିସ ଉମେଶ ମହାରଣାକୁ ଗିରଫ କରିଛି । ଉମେଶ ବିରୋଧରେ ୧୦ରୁ ଅଧିକ ମାମଲା ରହିଛି। ଦାଦାବଟି ଓ ଟେଣ୍ଡର ଫିକ୍ସିଂ ମାମଲାରେ ଉମେଶ ର ସଂପୃକ୍ତି ରହିଛି । ଡି ଲିଂକ୍ ମାମଲାରେ ଏବେ ସୁଦ୍ଧା ୩୦ରୁ ଅଧିକ ଜଣ ଗିରଫ ହୋଇସାରିଲେଣି ।