ଡି – ବ୍ରଦର୍ସଙ୍କ ସହ ରହିଛି ବିଜେଡି ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ସଂପର୍କ

21

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଡି ବ୍ରଦର୍ସଙ୍କର ପଲିଟିକାଲ ଲିଙ୍କର ଖୁଲାସା । ବିଜେଡି ବିଧାୟକ ଦେବାଶିଷ ସାମନ୍ତରାୟ ଓ ବିଜେଡି ନେତା ପ୍ରଫୁଲ୍ଲ ସିଂହଙ୍କ ସହ ଡି – ବ୍ରଦର୍ସଙ୍କ ସଂପର୍କ ରହିଛି । ଏହା ସହ ପୂର୍ବତନ ଡେପୁଟି ମେୟର ମଧୁସୂଦନ ସାହୁଙ୍କ ମଧ୍ୟ ସଂପର୍କ ରହିଛି  । ଏନେଇ ଫଟୋ ଓ ତଥ୍ୟ ଦେଇଛି ଓଡିଶା ପିପୁଲ୍ସ ଥିଙ୍କରର୍ସ ଫୋରମ୍  ।