ଧଳ ବ୍ରଦର୍ସ ଗିରଫ ମାମଲା

16

ଧଳ ବ୍ରଦର୍ସ ଗିରଫ ମାମଲା ରେ  କଟକ ଏସଡିଜେଏମ୍ କୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହେଲେ ସୁଶାନ୍ତ ଧଳ ସାମନ୍ତ ,ତାକୁ ଝାରପଡା ଜେଲରୁ ଅଣାଯାଇ ଏସଡିଜେଏମ୍ କୋର୍ଟରେ ହାଜର କରାଯାଇଛି । ଭିଡିଓ କନଫରେନସିଂରେ ବୈଷୟିକ ତ୍ରୁଟି ଯୋଗୁ ତାକୁ କୋର୍ଟରେ ହଜାର କରାଯାଇଥିଲା । ଅନ୍ୟ ୧୪ ସହଯୋଗୀଙ୍କୁମଧ୍ୟ ଭିଡିଓ କନଫରେନ୍ସିଂରେ ହାଜର କରାଯିବ ।