ଅଶୁଭ ହେବ କି ଅକ୍ଟୋବର ! ଓଡିଶାରେ ଲ୍ୟାଣ୍ଡଫଲ୍ କରିବ ସାଇକ୍ଳୋନ୍ କ୍ୟାଂଟ୍

64

କନକ ବ୍ୟୁରୋ : ସାଇକ୍ଲୋନ କ୍ୟାଂଟକୁ ନେଇ ଆଶଙ୍କାରେ ଓଡିଶାବାସୀ । ଏପଟେ ବିଭିନ୍ନ ପାଣିପାଗ ସଂସ୍ଥାର ଭିନ୍ନଭିନ୍ନ ଆକଳନ ଦ୍ୱନ୍ଦ୍ୱ ସୃଷ୍ଟି କରିଛି । କ’ଣ ଆଗାମୀ ୨୭ରେ ଓଡିଶା ଉପକୂଳ ଛୁଇଁବ ସାଇକ୍ଲୋନିକ ଷ୍ଟର୍ମ । ଉତର-ପୂର୍ବ ବଙ୍ଗୋପସାଗରରେ ସାଇକ୍ଲୋନ ପହଂଚିଲେ କେଉଁଠି ଲ୍ୟାଣ୍ଡଫଲ୍ କରିବ । ଏବଂ ଭୂ-ପୃଷ୍ଠରେ ଏହାର ପ୍ରଭାବ କେତେ ରହିବ । ଦେଖନ୍ତୁ ଏହି ରିପୋର୍ଟ ।