ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରେ ଅଦିନିଆ ସାମୁଦ୍ରିକ ବାତ୍ୟାର ତାଣ୍ଡବ

24

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରେ ଅଦିନିଆ ସାମୁଦ୍ରିକ ବାତ୍ୟାର ତାଣ୍ଡବ। ମାତ୍ର ଅଧଘଂଟାର ଝଡ ବାତ୍ୟା ଅଚଂଳର ନକ୍ସାକୁ ବଦଲାଇ ଦେଇଛି। ବାଲେଶ୍ୱର ଜିଲ୍ଲା ନାମ୍ପୋ ବ୍ଲକ ଓ ସୁଗୋ ବ୍ଲକରେ ବହୁ ଘର ଭାଙ୍ଗି ଯାଇଛି। ଏପରିକି କେତେକ ସ୍କୁଲର ଆଜବେଷ୍ଟ ଉଡିଯାଇଥିବା ବେଳେ ବିଦ୍ୟୁତ୍ ଖୁଂଟ ଉପୁଡି ପଡିଛି। ଖବର ପ୍ରଶାସନ ଲୋକଙ୍କ ପାଖରେ ପହଂଚିବା ଆରମ୍ଭ କରିଛି ।