କଟକ : କଲେଜ ଛକ ଅଂଚଳରୁ ସେକ୍ସ ରାକେଟ୍ ଠାବ

235

କନକ ବ୍ୟୁରୋ : କଟକ କଲେଜ ଛକ ଅଂଚଳରୁ ସେକ୍ସ ରାକେଟ୍ ଠାବ ହୋଇଛି । କଟକ ହୋଟେଲରେ ୨ ଜଣ ଯୁବକଙ୍କ ସହ ଯୁବତୀଙ୍କୁ ଅସଂଯତ ଅବସ୍ଥାରେ ଉଦ୍ଧାର କରିବା ସହ ଗିରଫ କରିଛି କମିଶନରେଟ ପୁଲିସ୍ । ତେବେ ଏହି ସେକ୍ସ ରାକେଟରେ ସଂପୃକ୍ତ ଥିବା ହୋଟେଲ ମ୍ୟାନେଜର ଫେରାର ଅଛନ୍ତି । ତେବେ ଘଟଣାର ଛାନଭିନ ଚଳାଇଛି ପୁଲିସ୍  ।