ଆକ୍ସନ ମୁଡରେ କଟକ କମିଶନରେଟ ପୋଲିସ ! ଜଗତପୁର ଅଂଚଳରେ ଏନକାଉଂଟର

21

କନକ ବ୍ୟୁରୋ : କଟକ ଜଗତପୁର ଅଂଚଳରେ ଏନ୍କାଉଂଟର । ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁଚରଣ ପାତ୍ର ଆହତ ହୋଇଛି । ତାକୁ କଟକ ବଡ ମେଡ଼ିକାଲରେ ଭର୍ତି କରାଯାଇଛି । ମିଳିଥିବା ସୂଚନା ଅନୁସାରେ ଗୁରୁଚରଣଙ୍କ ନିକଟରୁ ଗୋଟିଏ ପିସ୍ତଲ, ଗୋଟିଏ ବୋମା ଏବଂ କିଛି ଗୁଳି ପୋଲିସ ଜବତ କରିଛି । ଗୁରୁଚରଣଙ୍କ ନାଁରେ ୩ରୁ ଅଧିକ ଅପରାଧିକ ମାମଲା ଥିବା ସୂଚନା ମିଳିିଛି ।