କଟକ: ଦରଘା ବଜାରରେ ଟ୍ରାକ୍ଟର ଧକ୍କାରେ ବାଳକର ମୃତ

31

କନକ ବ୍ୟୁରୋ : ଟ୍ରାକ୍ଟର ଧକ୍କାରେ ବାଳକର ମୃତ୍ୟୁ । କଟକ ଦରଘାବଜାରରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଟ୍ରାକ୍ଟର ଚାପାରେ ବାଳକଟିର ମୃତ୍ୟୁ ହେବା ପରେ ସ୍ଥାନୀୟ ଅଂଚଳରେ ଉତେଜନା ଦେଖା ଦେଇଛି । ଉତ୍ୟକ୍ତ ଲୋକେ ଟ୍ରାକ୍ଟରରେ ନିଆଁ ଲଗାଇ ଦେଇଛନ୍ତି । ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବିରେ ଉତ୍ୟକ୍ତ ଲୋକେ ଢେଲାପଥର ମାଡ କରିଛନ୍ତି ।

ଏହା ସହିତ ଦେଖନ୍ତୁ ଏହି ଭିଡିଓ :