କଟକ ନଗର କଂଗ୍ରେସ ସାଧାରଣ ସଂପାଦକଙ୍କ ମୃତ୍ୟୁ : ହତ୍ୟାକାଣ୍ଡ ବୋଲି ଅଭିଯୋଗ କଲେ ପରିବାର ଲୋକ

25

କଟକ : କଟକ ନଗର କଂଗ୍ରେସ ସାଧାରଣ ସଂପାଦକ ସଂଜିତ ଭୂଆଁଙ୍କୁ ମୃତ୍ୟୁ ହୋଇଛି । ଗତକାଲି ରାତିରେ ପୁରୀଘାଟ ଅଂଚଳରୁ ମୁମୂର୍ଷୁ ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇଥିଲା । ଏକ ଘରୋଇ ହସପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ଏହା ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି ପରିବାର ଲୋକ ।