ମେୟରଙ୍କ ଅଶ୍ଳୀଳ ଭିଡିଓ ମାମଲା: ଉପଯୁକ୍ତ ନ୍ୟାୟ ମିଳିବ ବୋଲି କହିଲେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା

63

ଭୁବନେଶ୍ୱର ବ୍ୟୁରୋ,କନକ ନ୍ୟୁଜ : ଭୁବନେଶ୍ୱର ଏକ ନମ୍ବର ସ୍ମାର୍ଟ ସିଟି ହୋଇଛି । ମେୟରଙ୍କୁ ଈର୍ଷା କରି କିଛି ବ୍ୟକ୍ତି ନିନ୍ଦିତ କରିବାକୁ ଉଦ୍ୟମ କରୁଛନ୍ତି । ତେଣୁ ଏଭଳି ଅସତ୍ୟ ଅଶ୍ଳୀଳ ଭିଡିଓ ଭାଇରାଲ କରାଯାଇଛି । ମେୟର ଅନନ୍ତ ନାରାୟଣ ଜେନା କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ତାଙ୍କୁ ଉପଯୁକ୍ତ ନ୍ୟାୟ ମିଳିବ ବୋଲି କହିଛନ୍ତି ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା ।

ନ୍ୟୁଜ ସହ ଦେଖନ୍ତୁ ଏହି ଭିଡିଓ :