ମାଲକାନଗିରି ସୀମାରେ ମାଓ ହମଲା ! ଦାନ୍ତେୱାଡା ବଚେଲି ଏନଏମଡିସିି ଖଣି ଉପରେ ୫ଟି ଗାଡି ପୋଡିଲେ ମାଓବାଦୀ

37

କନକ ବ୍ୟୁରୋ : ଛତିଶଗଡ ଦାନ୍ତେୱାଡାରେ ତାଣ୍ଡବ କରିଛନ୍ତି ମାଓବାଦୀ । ବଚେଲି ଏନଏମଡିସିି ଖଣି ଉପରେ ମାଓବାଦୀ ତାଙ୍କର ଉପସ୍ଥିତି ଜାହିର କରିଛନ୍ତି । କନଭେୟର ବେଲ୍ଟ ଓ ୫ଟି ଗାଡି ପୋଡି ଦେଇଛନ୍ତି ମାଓବାଦୀ । ଏବେ ବି ଘଟଣାସ୍ଥଳରେ ସିଆରପିଏଫ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି ।

ଏହା ସହିତ ଦେଖନ୍ତୁ ଏହି ଭିଡିଓ :