ବିଜାପୁର ପାସାଗୁଡା ଜଙ୍ଗଲରେ ଏନକାଉଂଟର ! ସିଆରପିଏଫ ଯବାନଙ୍କ ଗୁଳିରେ ଜଣେ ମାଓବାଦୀ ନିହତ, ବନ୍ଧୁକ ଜବତ

33

କନକ ବ୍ୟୁରୋ: ମାଲକାନଗିରି ସୀମାରେ ଏନକାଉଂଟର । ଛତିଶଗଡ ବିଜାପୁର ପାସାଗୁଡା ଜଙ୍ଗଲରେ ଗୁଳିବିନିମୟ ଜାରି ରହିଛି । ସିଆରପିଏଫ ଯବାନଙ୍କ ଗୁଳିରେ ଜଣେ ମାଓବାଦୀର ମୃତ୍ୟୁ ହୋଇଛି । ଏହାସହ ବନ୍ଧୁକ ଓ କିଛି ମାଓ ସାମଗ୍ରୀ ଜବତ ହୋଇଛି । ଏବେ ବି ସିଆରପିଏଫ ଯବାନ-ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି ।