ଜେଲ୍ ଫେରନ୍ତା ଅପରାଧୀଙ୍କ ସାକ୍ଷୀଙ୍କୁ ଧମକ୍ ! ଦେଖନ୍ତୁ କନକ ନ୍ୟୁଜର ଏକ୍ସକ୍ଲୁସିଭ୍ ରିପୋର୍ଟ

22

ବ୍ରହ୍ମପୁର : ଦକ୍ଷିଣ ଓଡିଶାର କ୍ରାଇମ୍ କ୍ୟାପିଟାଲରୁ ସାଂଘାତିକ୍ ଖବର । ହତ୍ୟା ଅଭିଯୁକ୍ତ ଜେଲରୁ ବେଲରେ ଆସିବା ପରେ ଦେଉଛନ୍ତି ଜୀବନରେ ମାରି ଦେବାକୁ ଧମକ । କନକ ନ୍ୟୁଜ ହାତରେ ଲାଗିଛି ଏମିତି ସାଂଘାତିକ ସତ । ୨୦୧୦ରେ ବ୍ରହ୍ମପୁର ଧୀର ସାମଲଙ୍କୁ ସଂଘବଦ୍ଧ ଭାବେ ହତ୍ୟା କରିଥିବା ଅଭିଯୁକ୍ତଙ୍କ ବିରୋଧରେ ଆସିଛି ଏହି ଅଭିଯୋଗ । ଯେଉଁମାନେ ସାକ୍ଷୀଙ୍କୁ ଦେଉଛନ୍ତି ଖୋଲାଖୋଲି ଧମକ । ସେପଟେ ସୁରକ୍ଷା ଲାଗି ଥାନାର ଦ୍ୱାରସ୍ଥ ହୋଇଛନ୍ତି ସାକ୍ଷୀମାନେ । ଦେଖନ୍ତୁ ଏହି ରିପୋର୍ଟ :