କୁଖ୍ୟାତ ଅପରାଧୀ ସୁରେଶ ଗଜେନ୍ଦ୍ରକୁ ଏନକାଉଁଟର : ପୁଲିସ ଗୁଳିରେ ଗଜେନ୍ଦ୍ର ଗୁରୁତର

18

img-20160917-wa0000ଭୁବନେଶ୍ୱର : କୁଖ୍ୟାତ ଅପରାଧୀ ସୁରେଶ ଗଜେନ୍ଦ୍ରକୁ ଏନକାଉଁଟର । ଖଣ୍ଡଗିରି ଥାନା ପୁଲିସ ଓ ସ୍ପେଶାଲ ସ୍କ୍ୱାଡର ମିଳିତ ଅପରେସନରେ ଏନକାଉଁଟର କରାଯାଇଛି । ପୁଲିସ ଉପରକୁ ଗୁଳି ଚଳାଇ ଫେରାର ହେଉଥିବାବେଲେ କମିଶନରେଟ ପୁଲିସର ସ୍ପେଶାଲ ସ୍କ୍ୱାଡ ତାକୁ ଏନକାଉଁଟରର କରିଛି ।

vlcsnap-2016-09-17-09h06m56s864ତା ଡାହାଣପଟ ଆଣ୍ଠୁରେ ଗୁଳି ବାଜିଛି । ଗୁରୁତର ଅବସ୍ଥାରେ ତାକୁ କଟକ ସ୍ଥାନାନ୍ତର କରାଯାଇଛି । ତା ନିକଟରୁ ଗୋଟିଏ ବନ୍ଧୁକ, ଗୁଳି, ଏକ ସ୍କୁଟି ଓ ୧୫ ହଜାର ନଗଦ ଟଙ୍କା ଜବତ ହୋଇଛି । ଗଣ୍ଡମୁଣ୍ଡା ଦମ୍ପତି ଲୁଟ ଘଟଣାର ସେ ଥିଲା ମାଷ୍ଟରମାଣ୍ଡ । ଏଥିସହ ସୁରେଶ ନାଁରେ ଅନେକ ଅପରାଧିକ ମାମଲା ଥିବା ଜଣାପଡିଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –