ଓଡିଶାର କ୍ରିକେଟର ଓ ଆଥଲେଟଙ୍କ ନାଁରେ ବୟସ ଲୁଚାଇବା ଅଭିଯୋଗ

15

କନକ ବ୍ୟୁରୋ : ସିବିଆଇ ସ୍କାନରରେ ଓଡିଶାର କ୍ରିକେଟର ଓ ଆଥଲେଟ୍ । ଖେଳାଳିଙ୍କ ନାଁରେ ରହିଛି ବୟସ ଲୁଚାଇବା ଅଭିଯୋଗ । ଫଳରେ ୩୪ ଜଣଙ୍କ ବାବଦରେ ଖୋଳତାଡ ଆରମ୍ଭ କରିଛି ସିବିଆଇ । ଏନେଇ ପିଟିଆଇ ସୂତ୍ରରୁ ସୂଚନା ମିଳିଛି ।