ବାରିପଦା : ବଡ ବଜାର ସ୍ଥିତ ବାଣ ଦୋକାନରେ ବିସ୍ଫୋରଣ, ୩ ଆହତ ଜଣେ ଗୁରୁତର

24

କନକ ବ୍ୟୁରୋ : ବାରିପଦା ବଡ ବଜାର ସ୍ଥିତ ବାଣ ଦୋକାନରେ ବିସ୍ଫୋରଣ । ବିସ୍ଫୋରଣରେ ୩ ଜଣ ଆହତ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଆହତଙ୍କୁ ବାରିପଦା ମେଡିକାଲରେ ଭର୍ତି କରାଯାଇଛି । ବାଣ ଭିଡିବା ବେଳେ ବିସ୍ଫୋରଣ ହୋଇଥିବା ଜଣାପଡିଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ-