ସୋଆ ଫେକ୍ ପ୍ଲେସମେଂଟ୍ ମାମଲା: ସିପି ଅଫିସ ଘେରାଉ ବେଳେ ଛାତ୍ର କଂଗ୍ରେସ ଓ ପୁଲିସ୍ ଧସ୍ତାଧସ୍ତି

25

କନକ ବ୍ୟୁରୋ: ସୋଆ ଫେକ୍ ପ୍ଲେସମେଂଟ୍ ମାମଲାରେ ଛାତ୍ର କଂଗ୍ରେସର ବିରୋଧ । ସୋଆ ମୁଖ୍ୟ ମନୋଜ ନାୟକଙ୍କ ଗିରଫ ଦାବିରେ କମିସନରେଟ୍ ପୁଲିସ୍ କାର୍ଯ୍ୟାଳୟ ଘେରିଛି ଛାତ୍ର କଂଗ୍ରେସ । ସିପି ଅଫିସ ଘେରାଉ ବେଳେ ଛାତ୍ର କଂଗ୍ରେସ ଓ ପୁଲିସ୍ ମଧ୍ୟରେ ଧସ୍ତାଧସ୍ତି ହୋଇଛି । ଏପରିକି ମାମଲା ଇଡି ତଦନ୍ତ ପାଇଁ କରିଛନ୍ତି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –