ରାଜ୍ୟ କଂଗ୍ରେସର ସମନ୍ୱୟ ବୈଠକ ଆରମ୍ଭ

29

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ରାଜ୍ୟ କଂଗ୍ରେସର ସମନ୍ୱୟ ବୈଠକ ଆରମ୍ଭ । ପିସିିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ରାଜ୍ୟ କଂଗ୍ରେସ ଭବନରେ ଏହି ବୈଠକ ଚାଲିଛି। ଏଥିରେ ରାଜ୍ୟ ପ୍ରଭାରୀ ବି.କେ. ହରିପ୍ରସାଦ ଓ ସହ ପ୍ରଭାରୀ ଶୁଭଙ୍କର ସରକାର ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଛନ୍ତି ।