ପଦାକୁ ଆସିଲା ରାଜ୍ୟ କଂଗ୍ରେସର ଫାଟ : ଆସିଲେ ଜିଲ୍ଲା ସଭାପତି, ଆସିଲେନି ସଭାପତି ଥିବା ବିଧାୟକ

19

ଭୁବନେଶ୍ୱର : ଜଳ ଜଳ ଦିଶୁଛି ରାଜ୍ୟ କଂଗ୍ରେସର ଫାଟ । ପିସିସି ସଭାପତି ପ୍ରସାଦ ହରିଚନ୍ଦନ ପଂଚାୟତ ନିର୍ବାଚନ ପ୍ରସ୍ତୁତି ବୈଠକ ଡାକିଛନ୍ତି । ଜିଲ୍ଲା ସଭାପତିଙ୍କୁ ନେଇ ପ୍ରସାଦ ବୈଠକ କରିଛନ୍ତି । ହେଲେ ଏହି ବୈଠକକୁ ଆସି ନାହାନ୍ତି ଜିଲ୍ଲା ସଭାପତି ଥିବା କେତେକ ବିଧାୟକ । ଯାହା କଂଗ୍ରେସ ଭିତରେ ଥିବା ଅନ୍ତଃକନ୍ଦଳକୁ ପଦାରେ ପକାଇଛି । ଆଗାମୀ ନିର୍ବାଚନ ପାଇଁ ଜିଲ୍ଲା ସଭାପତିଙ୍କ ମତ ମଗାଯାଇଛି  ।

ଦେଖନ୍ତୁ ଏହି ଭିଡିଓ :