କଂଗ୍ରେସ କନ୍ଦଳ ନେଇ ତାରାଙ୍କ ତିନି ସୂତ୍ରୀ ତତ୍ତ୍ୱ : କହିଲେ, କଂଗ୍ରେସ ଏବେ ତିନି ଫାଳ

26

କନକ ବ୍ୟୁରୋ : ତାରାଙ୍କ କଂଗ୍ରେସ ତତ୍ତ୍ୱ । ଦଳ ଏବେ ତିନି ଭାଗ । ଶ୍ରୀକାନ୍ତ ଜେନା ଓ ଜୟଦେବ ଜେନାଙ୍କୁ ନେଇ ଗୋଟିଏ ଗୋଷ୍ଠୀ, ସଭାପତି ପ୍ରସାଦ ହରିଚନ୍ଦନ ଓ ସୁର ରାଉତରାୟଙ୍କୁ ନେଇ ଆଉ ଗୋଟିଏ ଗୋଷ୍ଠୀ ଏବଂ ବିଧାୟକଙ୍କୁ ନେଇ ତୃତୀୟ ଗୋଷ୍ଠୀ ।

ତାରାଙ୍କ ତତ୍ତ୍ୱରେ ତିନି ଫାଳ ହୋଇଛି କଂଗ୍ରେସ । ଦଳର କୈାଣସି ସାଂଗଠନିକ କାର୍ଯ୍ୟ ହୋଇପାରୁନି । ଫଳରେ କଂଗ୍ରେସ କର୍ମୀ ଓ ନେତା ଅନ୍ୟ ଦଳମୁହାଁ ହେଉଛନ୍ତି । ଏମିତି ଅଭିଯୋଗ ଆଣିଛନ୍ତି କଂଗ୍ରେସ ନେତା ତଥା ବିରୋଧୀଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ।

ଦେଖନ୍ତୁ ଏହି ଭିଡିଓ –