ପ୍ରଦେଶ କଂଗ୍ରେସରେ ଚାଲିଛି କଣ : ରାହୁଲଙ୍କ ଆଗରେ କନ୍ଦଳର କାହାଣୀ ଗପିଲେ ବିଧାୟକ ଭୂଜବଳ ମାଝୀ

29

କନକ ବ୍ୟୁରୋ : ରାଜ୍ୟ କଂଗ୍ରେସରେ ଚାଲିଥିବା ଗୋଷ୍ଠୀ କନ୍ଦଳ ଥମିବାର ନାଁ ଧରୁନି । ୪ ଜଣ ବିଧାୟକ ଗତକାଲି ଦିଲ୍ଲୀରେ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଭେଟିବା ପରେ କଂଗ୍ରେସ ରାଜନୀତିରେ ପୁଣି କମ୍ପନ ଦେଖାଦେଇଛି । ତେବେ ହଠାତ୍ ରାହୁଲ କଣ ପାଇଁ ଏହି ୪ ବିଧାୟକଙ୍କୁ ଡାକିଥିଲେ ? କଣ ଆଲୋଚନା କରିଥିଲେ ? କନକ ନ୍ୟୁଜ୍ କୁ ମିଳିଥିବା ସୂଚନା ଅନୁସାରେ ରାହୁଲ କରିଥିବା ଏହି ଆଲୋଚନାରେ ପ୍ରାଧାନ୍ୟ ଦେଇଥିଲେ ବିଧାୟକ ଭୁଜବଳ ମାଝୀଙ୍କୁ ।

ଦେଖନ୍ତୁ ଏହି ଭିଡିଓ –