ରାଜ୍ୟ କଂଗ୍ରେସ ଭବନରେ ପାଳିତ ହେଲା ଉତ୍କଳ ଦିବସ ! ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ସମେତ ବହୁ ବରିଷ୍ଠ ନେତା ସାମିଲ

24

କନକ ବ୍ୟୁରୋ : ରାଜ୍ୟ କଂଗ୍ରେସ ଭବନରେ ଉତ୍କଳ ଦିବସକୁ ବହୁ ଉତ୍ସାହର ସହ ପାଳନ କରାଯାଇଛି । କଂଗ୍ରସ ଭବନରେ ଥିବା ବୀର ଓଡିଆଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଛି । ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ସମେତ ବହୁ ବରିଷ୍ଠ ନେତା ଏହି ଅବସରରେ ଆୟୋଜିତ ଉତ୍ସବରେ ସାମିଲ ହୋଇଛନ୍ତି । ଓଡିଶାରେ ଜନ୍ମ ହୋଇଥିବାରୁ ରାଜ୍ୟବାସୀ ଉତ୍କଳ ପ୍ରଦେଶ ଦିବସରେ ଗର୍ବ ଅନୁଭବ କରିବା ଆବଶ୍ୟକ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ।

ଏହା ସହ ଦେଖନ୍ତୁ ଏହି ଭିଡିଓ-