୫୪ ବିଧାନସଭା ଅସନ ପାଇଁ କଂଗ୍ରେସର ପ୍ରାର୍ଥୀ ତାଲିକା ଘୋଷଣା । ଜାଣନ୍ତୁ କେଉଁ ନିର୍ବାଚନ ମଣ୍ଡଳୀ ପାଇଁ କାହାକୁ ମିଳିଲା ଟିକେଟ?

ଶୁକ୍ରବାର ସନ୍ଧ୍ୟାରେ ସିଇସି ବୈଠକ ପରେ କଂଗ୍ରେସ ଆଗାମୀ ସାଧାରଣ ନିର୍ବାଚନ ପାଇଁ ଦଳ ତାର ଆଉ ଏକ ପର୍ଯ୍ୟାୟର ପ୍ରାର୍ଥୀ ତାଲିକା ସାମ୍ନାକୁ ଆଣିଛି ।

1,471

୫୪ ବିଧାନସଭା ଅସନ ପାଇଁ କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଶୁକ୍ରବାର ସନ୍ଧ୍ୟାରେ ସିଇସି ବୈଠକ ପରେ ଆଗାମୀ ସାଧାରଣ ନିର୍ବାଚନ ପାଇଁ ଦଳ ତାର ଆଉ ଏକ ପର୍ଯ୍ୟାୟର ପ୍ରାର୍ଥୀ ତାଲିକା ସାମ୍ନାକୁ ଆଣିଛି । ନଜର ପକାନ୍ତୁ କଂଗ୍ରେସ କେଉଁ ଆସନ ପାଇଁ କାହାକୁ ସୁଯୋଗ ଦେଇଛି ।

ବିଜେପୁର – ରିପୁନାଥ ସେଠ
ଭଟଲି – ସରୋଜ ମହାପାତ୍ର
ଝାରସୁଗୁଡା – ମହେନ୍ଦ୍ର ନାୟକ
ତଳସରା – ପ୍ରଫୁଲ୍ଲ ମାଝି
ସୁନ୍ଦରଗଡ – ଅମିତା ବିଶ୍ୱାଳ
ରଘୁନାଥପାଲ୍ଲୀ – ପ୍ରଶାନ୍ତ ସେଠୀ
ରାଉରକେଲା – ମୁକ୍ତିକାନ୍ତ ବିଶ୍ୱାଳ
କୁଚିଣ୍ଡା – ଶୋଭରାମ ପ୍ରଧାନ
ରେଙ୍ଗାଲି – ବାଳକ୍ରିଷ୍ଣ ରୋହିଦାସ
ସମ୍ବଲପୁର – ଅଶ୍ୱିନି କୁମାର ଗୁରୁ
ରେଢାଖୋଲ – ଆସଫ ଅଲ୍ଲୀ ଖାନ
ଦେବଗଡ – ଉମାଶଙ୍କର ସାହୁ
ଆନନ୍ଦପୁର – ଜୟଦେବ ଜେନା
କେନ୍ଦୁଝର – ବିଦ୍ୟାଧର ଦେହୁରୀ
ଚମ୍ପୁଆ – ଯଦୁମଣୀ ବାରିକ
କରଂଜିଆ – ସୁଦାମ ଚରଣ ନାୟକ
ଜଳେଶ୍ୱର – ସୁଦର୍ଶନ ଦାସ
ନିଳଗିରି – ମନୋଜ ମଂଜରୀ ଦେବି
କୋରେଇ – ବନ୍ଦିତା ପରିଡା
ଢେଙ୍କାନାଳ – ନବୀନ ନନ୍ଦ
ପାଲଲହଡା – ସୁବ୍ରତ ଗଡନାୟକ
ତାଳଚେର – ସୁରେଶ ଚନ୍ଦ୍ର ବେହେରା
ଅନୁଗୁଳ – ବିପ୍ଳବ ଜେନା
ଛେଣ୍ଡିପଦା – ସସ୍ମିତା ବେହେରା
ଆଠମଲ୍ଲିକ – ବିଜୟାନନ୍ଦ ଛୋଲିଆ
ସୋନପୁର – ଚିତରଂଜନ ମିଶ୍ର
ଲୋଇସିଂହା – ନବକିଶୋର ନାୟକ
ଟିଟଲାଗଡ – ସୁରେନ୍ଦ୍ର ସିଂ ଭୋଇ
କଂଟାବାଜି – ସନ୍ତୋଷ ସିଂ ସାଲୁଜା
ଉମରକୋଟ – ଯଶୋଦା ରାଣୀ ଗଣ୍ଡ
ଜୁନାଗଡ – ଅନୀଲ ସିଂ ଦେଓ
ଭବାନୀପାଟଣା – ସାଗର ଚରଣ ଦାସ
ନର୍ଲା – ଚିତରଂଜନ ମଣ୍ଡଳ
ବାଙ୍କି – ଦେବାଶିଷ ପଟ୍ଟନାୟକ
ଆଠଗଡ – ଉମାବଲ୍ଲଭ ରଥ
ବାରବାଟୀ-କଟକ – ମହମ୍ମଦ ମୁକ୍କିମ
କଟକ ସଦର – ରତ୍ନାକର ବେହେରା
କେନ୍ଦ୍ରାପଡା – ଗଣେଶ୍ୱର ବେହେରା
ଆଳି – ଦେବେନ୍ଦ୍ର ଶର୍ମା
ରାଜନଗର – ଅଂଶୁମାନ ମହାନ୍ତି
ଜଗତସିଂହପୁର – ଚିରଂଜୀବ ବିଶ୍ୱାଳ
କାକଟପୁର – ବିଶ୍ୱଭୂଷଣ ଦାସ
ବ୍ରହ୍ମଗିରି – ଉମାକାନ୍ତ ବରାଳ
ସତ୍ୟବାଦୀ – ପ୍ରସାଦ ହରିଚନ୍ଦନ
ଏକାମ୍ର ଭୁବନେଶ୍ୱର – ରଶ୍ମୀରେଖା ମହାପାତ୍ର
ଜଟଣୀ – ସୁରେଶ ରାଉତରାୟ
ରଣପୁର – ଶୁଭଶ୍ରୀ ପଣ୍ଡା
ଖଲିକୋଟ – ଭୋକାଲି ସେଟି
ସୋରଡା – ସଂଗ୍ରାମ ମହାନ୍ତି
ଦିଗପହଣ୍ଡି – ପ୍ରଫୁଲ୍ଲ ପଣ୍ଡା
ପାରଳାଖେମୁଣ୍ଡି – କେ. ସୁର୍ଯ୍ୟା ରାଓ
ରାୟଗଡା – ଆପଲସ୍ୱାମୀ କାଡ୍ରାକା
ଲକ୍ଷ୍ମୀପୁର – କୈଳାସ କୁଲେସିକା
କୋଟପାଡ – ଚନ୍ଦ୍ରଶେଖର ମାଝୀ