ବିଧାୟକଙ୍କୁ ଭରସିଲା କଂଗ୍ରେସ । ଦ୍ୱିତୀୟ ପର୍ଯ୍ୟାୟରେ ଆସିଥିବା ପ୍ରାର୍ଥ ତାଲିକାରେ ସମସ୍ତ ବିଧାୟକଙ୍କୁ ମଇଦାନକୁ ଆଣିଲା ଦଳ

366

କନକ ବ୍ୟୁରୋ: ଘୋଷଣା ହୋଇଛି କଂଗ୍ରେସର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ୫୪ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ଏଆଇସିସି । ସେହିପରି କୋରାପୁଟ ଓ ବଲାଙ୍ଗୀର ଲୋକସଭା ଆସନ ପାଇଁ ନାଁ ଘୋଷଣା କରିଛି ଦଳ । ଏହି ତାଲିକା ସହ କଂଗ୍ରେସ ଏପର୍ଯ୍ୟନ୍ତ ରାଜ୍ୟରେ ମୋଟରେ ୮ଟି ଲୋକସଭା ଓ ୧୦୦ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ତେବେ କଂଗ୍ରେସର ଦ୍ୱିତୀୟ ପର୍ଯ୍ୟାୟ ତାଲିକାରେ ସମସ୍ତ ବିଧାୟକଙ୍କୁ ଟିକେଟ ଦେଇଛି କଂଗ୍ରେସ । ଲକ୍ଷ୍ମୀପୁରରୁ କୈଳାସ କୁଲେସିକାକୁ ପୁଣି ଥରେ ଟିକେଟ ଦେଇଛି କଂଗ୍ରେସ । ସେହିପରି ତଳସରାରୁ ପ୍ରଫୁଲ ମାଝିଙ୍କୁ ଟିକେଟ ଦେଇଛି ଦଳ । କୋଡପାଡରୁ ଚନ୍ଦ୍ରଶେଖର ମାଝିଙ୍କୁ ପୁଣି ଥରେ ବିଧାୟକ ଟିକେଟ ଦେଇଛି ଦଳ । ସେହିପରି ରାଜନଗରରୁ ଅଂଶୁମାନ ମହାନ୍ତିଙ୍କୁ ଟିକେଟ୍ ଦେଇଛି ଦଳ । ଆଳିରୁ ଦେବେନ୍ଦ୍ର ଶର୍ମାଙ୍କୁ ଟିକେଟ୍ ମିଳିଛି । ପାରଳାଖେମୁଣ୍ଡିରୁ କେ. ସର୍ଯ୍ୟା ରାଓଙ୍କୁ ଏବଂ ଜଗତସିଂହପୁରରୁ ଚିରଞ୍ଜିବ ବିଶ୍ୱାଳଙ୍କୁ ପୁଣି ଥରେ ଟିକେଟ ଦେଇଛି ଦଳ ।

କେଉଁ ଆସନରୁ କାହାକୁ ପ୍ରାର୍ଥୀ କରିଛି କଂଗ୍ରେସ-

ବିଜେପୁର- ରିପୁନାଥ ସେଠ୍

ଭଟ୍ଟଲି – ସରୋଜ ମହାପାତ୍ର

ଝାରସୁଗୁଡା – ମହେନ୍ଦ୍ର ନାୟକ

ସୁନ୍ଦରଗଡ – ଅମିତା ବିଶ୍ୱାଳ

ରଘୁନାଥ ପାଲି – ପ୍ରଶାନ୍ତ ସେଠୀ

ରାଉରକେଲା – ମୁକ୍ତିକାନ୍ତ ବିଶ୍ୱାଳ

କୁଚିଣ୍ଡା – ଶୋଭାରାମ ପ୍ରଧାନ

ରେଙ୍ଗାଲୀ – ବାଲାକ୍ରିଷ୍ଣ ରୋହିଦାସ୍

ସମ୍ବଲପୁର – ଅଶ୍ୱିନୀ କୁମାର ଗୁରୁ

ରେଢ଼ାଖୋଲ – ଅସଫ୍ ଅଲ୍ଲୀ ଖାନ୍

ଦେବଗଡ – ଉମାଶଙ୍କର ସାହୁ

ଆନନ୍ଦପୁର – ଜୟଦେବ ଜେନା

କେନ୍ଦୁଝର – ବିଦ୍ୟାଧର ଦେହୁରୀ

ଚମ୍ପୁଆ – ଯଦୁମଣି ବାରିକ୍

କରଞ୍ଜିଆ – ସୁଦାମ ଚରଣ ନାଏକ

ଜଳେଶ୍ୱର – ସୁଦର୍ଶନ ଦାସ

ନୀଳଗିରି – ମନୋଜମଞ୍ଜରୀ ଦେବୀ

କୋରେଇ – ବନ୍ଦିତା ପରିଡା

ଢ଼େଙ୍କାନାଳ – ନବୀନ ନନ୍ଦ

ପାଲାଲହଡା – ସୁବ୍ରତ ଗରନାଏକ

ତାଳଚେର – ସୁରେଶ ଚନ୍ଦ୍ର ବେହେରା

ଅନୁଗୁଳ – ବିପ୍ଲବ ଜେନା

ଛେଣ୍ଡିପଦା – ଶସ୍ମିତା ବେହେରା

ଆଠମଲ୍ଲିକ୍ – ବିଜୟାନନ୍ଦ ଚୋଲିଆ

ସୋନପୁର – ଚିତରଞ୍ଜନ ମିଶ୍ର

ଲୋଇସିଂହା – ନବ କିଶୋର ନାଏକ

ଟିଟଲାଗଡା – ସୁରେନ୍ଦ୍ର ସିଂ ଭୋଇ

କଂଟାବାଞ୍ଜି – ସନ୍ତୋଷ ସିଂ ସାଲୁଜା

ଉମରକୋଟ- ଯଶୋଦା ରାଣୀ ଗଣ୍ଡ

ଜୁନାଗଡ – ଶ୍ରୀ ଅନିଲ ସିଂଦେଓ

ଭବାନୀପାଟଣା – ସାଗର ଚରଣ ଦାସ୍

ନର୍ଲ୍ଲା – ଚିତରଞ୍ଜନ ମଣ୍ଡଳ

ବାଙ୍କି – ଡ. ଦେବାଶିଷ୍ ପଟ୍ଟନାୟକ

ଆଠଗଡ – ଉମ୍ମା ବଲ୍ଳଭ ରଥ

ବାରବାଟ୍ୀ- କଟକ – ମହମ୍ମଦ ମୁକିମ୍

କଟକ ସଦର – ରତ୍ନାକର ବେହେରା

କେନ୍ଦ୍ରାପଡା -ଗଣେଶ୍ୱର ବେହେରା

ଆଳି- ଦେବେନ୍ଦ୍ର ଶର୍ମା

ରାଜନଗର- ଅଂଶୁମାନ ମହାନ୍ତି

ଜଗତସିଂହପୁର – ଚିରଞ୍ଜିବ ବିଶ୍ୱାଳ

କାକଟପୁର – ବିଶ୍ୱଭୁଷଣ ଦାସ୍

ବ୍ରହ୍ମଗିରି – ଉମ୍ମାକାନ୍ତ ବରାଳ

ସତ୍ୟବାଦୀ – ପ୍ରସାଦ ହରିଚନ୍ଦନ

ଏକାମ୍ର ଭୁବନେଶ୍ୱର – ରଶ୍ମୀରେଖା ମହାପାତ୍ର

ଜଟଣୀ – ସୁରେଶ କୁମାର ରାଉତରାୟ

ରଣପୁର – ଶୁଭଶ୍ରୀ ପଣ୍ଡା

ଖଲ୍ଲିକୋଟ୍ – ଭୋକାଳି ସେଠୀ

ସୁରଡା- ସଂଗ୍ରାମ ମହାନ୍ତି

ଦିଗପହଁଣ୍ଡି – ପ୍ରଫୁଲ ପଣ୍ଡା

ପାରଳାଖେମୁଣ୍ଡି – କେ. ସର୍ଯ୍ୟା ରାଓ

ରାୟଗଡା – ଆପାଲସ୍ୱାମୀ କର୍ଡାକା

ଲକ୍ଷ୍ମୀପୁର – କୈଳାସ କୁଲେସିକା

କୋଟପାଡ -ଚନ୍ଦ୍ରଶେଖର ମାଝୀ

Comments are closed.