ଘୋଷଣା ହେଲା କଂଗ୍ରେସର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ଜାଣନ୍ତୁ ଆପଣଙ୍କ ଅଂଚଳରୁ ଲଢିବ କିଏ?

୪ ଲୋକସଭା ଓ ୨୩ ବିଧାନସଭା ଆସନରେ ନୂଆ ମୁହଁ

454

କନକ ବ୍ୟୁରୋ: ପ୍ରସ୍ତୁତ ହୋଇସାରିଛି ରଣକ୍ଷେତ୍ର । ବିଜେଡି ପରେ ପରେ ମୈଦାନକୁ ଓହ୍ଲାଇବା ପାଇଁ କଂଗ୍ରେସ ମଧ୍ୟ ଘୋଷଣା କଲା  ପ୍ରାର୍ଥୀ ତାଲିକା । ଗତକାଲି ବିଲମ୍ବିତ ରାତିରେ ଦିଲ୍ଲୀ ହେଡ ଅଫିସରୁ ବିଧିବଦ୍ଧ ଭାବେ ଘୋଷଣା କଲେ କଂଗ୍ରେସ ହାଇକମାଣ୍ଡ । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୬ଟି ଲୋକସଭା ଓ ୩୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇଛି । ତେବେ ଏହି ତାଲିକାରେ ଆପଣଙ୍କ ଅଞ୍ଚଳରୁ କଂଗ୍ରେସ ତରଫରୁ କିଏ ନିର୍ବାଚନ ଲଢିବ ଜାଣି ରଖନ୍ତୁ । ।

ଲୋକସଭା କ୍ଷେତ୍ର: କଳାହାଣ୍ଡି- ଭକ୍ତ ଦାସ (ସାଂସଦ ପ୍ରାର୍ଥୀ)

ଲୋକସଭା କ୍ଷେତ୍ର: ନବରଙ୍ଗପୁର- ପ୍ରଦୀପ ମାଝୀ (ସାଂସଦ ପ୍ରାର୍ଥୀ)

ଲୋକସଭା କ୍ଷେତ୍ର : ବ୍ରହ୍ମପୁର- ଭି.ଚନ୍ଦ୍ରଶେଖର ନାଇଡୁ (ସାଂସଦ ପ୍ରାର୍ଥୀ)

ଲୋକସଭା କ୍ଷେତ୍ର: ବରଗଡ-ପ୍ରଦୀପ କୁମାର ଦେବତା(ସାଂସଦ ପ୍ରାର୍ଥୀ)

ଲୋକସଭା କ୍ଷେତ୍ର: କନ୍ଧମାଳ- ମନୋଜ କୁମାର ଆଚାର୍ଯ୍ୟ(ସାଂସଦ ପ୍ରାର୍ଥୀ)

ଲୋକସଭା କ୍ଷେତ୍ର: ସୁନ୍ଦରଗଡ- ଜର୍ଜ ତିର୍କୀ(ସାଂସଦ ପ୍ରାର୍ଥୀ)

କେଉଁ ବିଧାନସଭା କ୍ଷେତ୍ରରୁ କାହାକୁ ପ୍ରାର୍ଥୀ କରିଛି କଂଗ୍ରେସ

ପଦ୍ମପୁର- ପୂର୍ବତନ ବିରୋଧୀଦଳ ମୁଖ୍ୟ ସଚେତକ ସତ୍ୟଭୁଷଣ ସାହୁ ଏଥର ପୁଣି ପଦ୍ମପୁର ଆସନରୁ ନିର୍ବାଚନ ଲଢ଼ିବେ ।

ବରଗଡ -ନିପନ ଦାସ

ଅତାବିରା – ନିହାର ମହାନନ୍ଦ

ବୀରମିତ୍ରପୁର – ରୋହିତ ଯୋଶେଫ ତିର୍କି

ରାଜଗାଙ୍ଗପୁର – ଡାକ୍ତର ସିଆର ରାଜନ

ବୀରମହାରାଜପୁର -ବିନୋଦ କୁମାର ପାତ୍ର

ବଲାଙ୍ଗୀର- ନରସିଂହ ମିଶ୍ର

ନୂଆପଡା – ଘାସିରାମ ମାଝୀ

ଖରିଆର- ଅଧିରାଜ ପାଣିଗ୍ରାହୀ

ଝରିଗାଁ – ଉଲଧର ମାଝୀ

ନବରଙ୍ଗପୁର – ସଦନ ନାୟକ

ଡାବୁଗାଁ – ଭୁଜବଳ ମାଝୀ

ଲାଞ୍ଜିଗଡ – ଶିବାଜୀ ମାଝୀ

ଧର୍ମଗଡ -ଦିଗମ୍ବର ଦୁରିଆ

ବାଲିଗୁଡା -ସିମନ ମଲ୍ଲିକ

ଫୁଲବାଣୀ – କିଶୋର ଚନ୍ଦ୍ର କଅଁର

କଂଟାମାଳ – ପ୍ରଶାନ୍ତ ସାହୁ

ଦଶପଲ୍ଲା – ପ୍ରଶାନ୍ତ କୁମାର ନାୟକ

ଭଞ୍ଜନଗର – ସଞ୍ଜୟ କୁମାର ତ୍ରିପାଠୀ

ପୋଲସରା – ହରିଚରଣ ସ୍ୱାଇଁ

କବିସୂର୍ଯ୍ୟନଗର – ବିଜୟ କୁମାର ସାହୁ

ଆସ୍କା – ମନୋଜ କୁମାର ଜେନା

ସାନଖେମୁଣ୍ଡି – ରମେଶ ଚନ୍ଦ୍ର ଜେନା

ହିଞ୍ଜିଳି – ରାମକୃଷ୍ଣ ପଣ୍ଡା

ଗୋପାଳପୁର – ଏସ. ଧର୍ମରାଜ ରେଡ୍ଡୀ

ବ୍ରହ୍ମପୁର -ଲିଙ୍ଗରାଜ

ଦିଗପହଁଣ୍ଡି- ବିସ୍ମୟ ମହାପାତ୍ର

ଚିକିଟି -ସୁଭାଷ ଚନ୍ଦ୍ର ରାଉତ

ମୋହନା- ଡ. ଦାଶରଥୀ ଗମାଙ୍ଗ

ଗୁଣୁପୁର- ପୁରୁଷୋତମ ଗମାଙ୍ଗ

ବିଷମ କଟକ- ନୀଳମାଧବ ହିକା

ଜୟପୁର- ତାରାପ୍ରସାଦ ବାହିନୀପତି

କୋରାପୁଟ-କୃଷ୍ଣଚନ୍ଦ୍ର କୁଲଦୀପ

ପଟାଙ୍ଗୀ- ରାମଚନ୍ଦ୍ର କଡାମ

ମାଲକାନଗିରି – ମାଲା ମାଢ଼ି

ଚିତ୍ରକୋଣ୍ଡା – ଲକ୍ଷ୍ମୀପ୍ରିୟା ନାୟକ

ତେବେ କଂଗ୍ରେସ ଘୋଷଣା କରିଥିବା ଆସନ ମଧ୍ୟରୁ କୋରାପୁଟ ଲୋକସଭା କ୍ଷେତ୍ର ଓ ୯ଟି ବିଧାନସଭା ଆସନ ପାଇଁ ବି ନିଷ୍ପତି ଝୁଲି ରହିଛି ।