ଜିଏସଟି ଲଂଚ ସମାରୋହ ପାଇଁ ଆଜି ମଧ୍ୟରାତ୍ରରେ ସଂସଦର ସ୍ୱତନ୍ତ୍ର ଅଧିବେଶନ ! ମେଗା ସୋ’ରେ ସାମିଲ ହେବନି କଂଗ୍ରେସ

24

କନକ ବ୍ୟୁରୋ : ଆଜି ଜିଏସଟି ଲଂଚ ସମାରୋହ ପାଇଁ ମଧ୍ୟ ରାତ୍ରରେ ସଂସଦର ସ୍ୱତନ୍ତ୍ର ଅଧିବେଶନ ଡକା ଯାଇଛି । ଏହା ରାତି ସାଢ଼େ ୧୧ଟାରୁ ଆରମ୍ଭ ହୋଇ ରାତି ଗୋଟାଏ ଯାଏଁ ଚାଲିବ । ଜିଏସଟିର ମେଗା ସୋ’ରେ କଂଗ୍ରେସ ସାମିଲ ହେବ ନାହିଁ ବୋଲି ଘୋଷଣା କରିଛି । ମମତା ବାନାର୍ଜୀଙ୍କ ଦଳ ତୃଣମୂଳ କଂଗ୍ରେସ ଏହାକୁ ପୂର୍ବରୁ ବହିଷ୍କାର କରିସାରିଛି ।