ପରଲୋକରେ ପଦ୍ମଶ୍ରୀ ତାରକ୍ ମେହତା । ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ତାରକ୍ ମେହତା ୮୭ ବର୍ଷ ବୟସରେ ମୃତ୍ୟୁବରଣ କରିଛନ୍ତି । ତେବେ ଲୋକପ୍ରିୟ ସିରିୟଲ୍ ‘ତାରକ୍ ମେହତା କା ଉଲଟା ଚଷମା’ର ଲେଖକ ତାରକ୍ ମେହତା ଦେଶର ଜଣେ ପ୍ରସିଦ୍ଧ ନାଟ୍ୟକାର ମଧ୍ୟ ।

ତାରକ ମେହତାଙ୍କ ଦ୍ୱାରା ଲିଖିତ ଏହି କମେଡି ସିରିୟଲ ୨ହଜାରରୁ ଅଧିକ ଏପିସୋଡ୍ ପୁରା କରିସାରିଛି । ଏହା ସହ ଦେଶର ସବୁଠାରୁ ଲମ୍ବା ଚାଲିଥିବା କମେଡି ସୋ’ ହିସାବରେ ରେକର୍ଡ ମଧ୍ୟ କରିଛି ।

ଏହା ସହ ଦେଖନ୍ତୁ ବେଶ୍ୟାବୃତ୍ତିକୁ ଠେଲି ହୋଇ ଯାଇଥିଲେ ରଜନୀକାନ୍ତଙ୍କ ନାୟିକା! ଜାଣନ୍ତୁ କେମିତି ଥିଲା ଏହି ଲୋକପ୍ରିୟ ଅଭିନେତ୍ରୀଙ୍କ ଶେଷ ଜୀବନ