ରଙ୍ଗୀନ୍ ହେଲା ଭୁବନେଶ୍ୱର ରେଳଷ୍ଟେସନ୍ ! ପ୍ରଭୁ କଲେ ପ୍ରଶଂସା

25

ଭୁବନେଶ୍ୱର ରେଳ ଷ୍ଟେସନରେ ତିଆରି ହୋଇଛି ରଙ୍ଗୀନ୍ ପାହାଚ । ଜାଣି ଖୁସି ହେବେ ଏହି ପାହାଚରେ ରଙ୍ଗ ଭରିଛନ୍ତି ଭୁବନେଶ୍ୱର ଟେକ୍ ମହିନ୍ଦ୍ରାର କର୍ମଚାରୀମାନେ । କିନ୍ତୁ କୌଣସି ଟଙ୍କା ବା ଲୋକପ୍ରିୟତା ପାଇଁ ନୁହେଁ । ବରଂ ସ୍ୱେଛାକୃତ ଭାବରେ ନେଇଛନ୍ତି ଏହି ପଦକ୍ଷେପ । ଏନେଇ ରେଳ ମନ୍ତ୍ରୀ ସୁରେଶ ପ୍ରଭୁ ଟୁଇଟ୍ କରି ସେମାନଙ୍କୁ ପ୍ରଶଂସା କରିଛନ୍ତି ।