ସମ୍, ସରକାର ଓ ଷଡଯନ୍ତ୍ର : କାଠଗଡାରେ କଲେକ୍ଟର

16

କନକ ବ୍ୟୁରୋ : ସମ୍, ସରକାର ଆଉ ଷଡଯନ୍ତ୍ର । ସମ୍ ଅଗ୍ନିକାଣ୍ଡ ଘଟଣାରେ କାଠଗଡାରେ କଲେକ୍ଟର । ପ୍ରଶ୍ନ ଉଠୁଛି ବିନା ଅନୁଧ୍ୟାନରେ କେମିତି ହୋଇଥିଲା ସମ ହପିଟାଲ ରେଜିଷ୍ଟ୍ରେସନର ନବୀକରଣ । ନିଷ୍ପତି ପଛରେ ଅଦୃଶ୍ୟ ଶକ୍ତିର ହାତ ରହିଛି କି । ହସ୍ପିଟାଲ୍ ନିଆଁ ଯେପରି ସରକାରୀ ଅଧିକାରୀଙ୍କୁ ଅଣନିଶ୍ୱାସୀ କରିଦେଇଛି ।

ଏହାସହ ଦେଖନ୍ତୁ ଏହି ଭିଡିଓ –