ଅଧାରେ ରହିଲା ସ୍ୱପ୍ନ ! କନେଷ୍ଟବଳ ଇଂଟରଭ୍ୟୁ ବେଳେ ଅସୁସ୍ଥ ଯୁବକଙ୍କର ଏସସିବିରେ ମୃତ୍ୟୁ

29

କନକ ବ୍ୟୁରୋ : ଅଧାରେ ରହିଗଲା ପୁଲିସ ଚାକିରିର ସ୍ୱପ୍ନ । କନେଷ୍ଟବଳ ଇଂଟରଭ୍ୟୁ ବେଳେ ଅସୁସ୍ଥ ଯୁବକଙ୍କ ମୃତ୍ୟୁ ହୋଇଛି । ଢେଙ୍କାନାଳ ମେରାମୁଣ୍ଡଳିର ହରେକୃଷ୍ଣ ସାହୁଙ୍କ ମୃତ୍ୟୁ ହୋଇଛି । ଗତକାଲି ଷଷ୍ଠ ବାଟାଲିୟନରେ ଇଂଟରଭ୍ୟୁ ବେଳେ ଅସୁସ୍ଥ ହୋଇ ପଡିଥିଲେ ହରେକୃଷ୍ଣ । ତେବେ କଟକ ବଡ ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଚିକିତ୍ସାରେ ଅବହେଳା ଯାଗୁଁ ହରେକୃଷ୍ଣଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।

ଏହାସହ ଦେଖନ୍ତୁ ଏହି ଭିଡିଓ :