ମୁଖ୍ୟମନ୍ତ୍ରୀଙ୍କ ମାଲକାନଗିରି ଗସ୍ତକୁ ବିରୋଧ: ସଭାସ୍ଥଳକୁ ବିଜେପି ଓ କଂଗ୍ରେସ କର୍ମୀଙ୍କ ଧସେଇ ପଶିବାକୁ ଉଦ୍ୟମ

37

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କ ସଭାକୁ ଧସେଇ ପଶିବାକୁ କଂଗ୍ରେସ ଓ ବିଜେପି କର୍ମୀଙ୍କ ଉଦ୍ୟମ । ଆଜି ଦିନିକିଆ ମାଲାକାନଗିରି ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ତେବେ, ସ୍ଥାନୀୟ ଡି.ଏନ୍.କେ ପଡିଆରେ ମୁଖ୍ୟମନ୍ତ୍ରୀଙ୍କ ସଭା ଚାଲିଥିବା ବେଳେ ବିରୋଧୀ ମାନେ ଧସେଇ ପଶିବାକୁ ଉଦ୍ୟମ କରିଥିବା ଜଣାପଡିଛି । ଡି.ଏନ୍.କେ ପଡିଆକୁ ପୋଲିସ ଛାଉଣିରେ ପରିବର୍ତନ କରାଯାଇଛି । ଏସ.ଓ.ଜି., ଡି.ଭି.ଏଫର ୩୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି ।