୪ ସପ୍ତାହ ଧରି ଗୁଡୁଗାଓଁ ମେଦାନ୍ତ ହସ୍ପିଟାଲରେ ଚିକିତ୍ସା ହେଉଥିଲେ ଲୁଲୁ ମହାପାତ୍ର । ଲୁଲୁଙ୍କ ପରଲୋକ ନେଇ ବିଭିନ୍ନ ନେତାଙ୍କ ଶୋକ ପ୍ରକାଶ । ଲୁଲୁ ଜଣେ ଦୃଢ ସଂଗଠକ ଥିଲେ ବୋଲି ବର୍ଣ୍ଣନା କଲେ ମୁଖ୍ୟମନ୍ତ୍ରୀ ।

ବିଜୟ ମହାପାତ୍ର , ଦିଲ୍ଲୀପ ରାୟଙ୍କ , ଜୟଦେବଜେନା , ତାରାପ୍ରସାଦ ବାହିନୀପତି ,ଗଣେରଶ୍ୱର ବେହେରା , ବୈଜୟନ୍ତି ପଣ୍ଡା , ଉମାବଲ୍ଲଭ ଛାତ୍ର ନେତା ଚିନ୍ମୟ ସାହୁ  ଆଦି ଅନେକ ନେତା ଓ ଛାତ୍ର ନେତାମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି ।

ଦେଖନ୍ତୁ ଏହି ଭିଡିଓ –