କାନ୍ଧରେ ଶବ ବୁହା ଘଟଣାରେ ଦୋଷୀଙ୍କ ବିରୋଧରେ କର୍ଯ୍ୟାନୁଷ୍ଠାନ ନିଆଯିବ : ମୁଖ୍ୟମନ୍ତ୍ରୀ

17

କଳାହାଣ୍ଡି : କାନ୍ଧରେ ଶବ ବୁହା ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବାନ ପଟ୍ଟନାୟକ । କହିଛନ୍ତି ଏନେଇ ରାଜ୍ୟ ସରକାର ତଦନ୍ତ କରୁଛନ୍ତି। ଏହା ଅତ୍ୟନ୍ତ ଦୁଃଖଦାୟକ ଘଟଣା । ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ। ଯେପରି ଏହି ଘଟଣାର  ପୁନରାବୃର୍ତିି ନ ହୁଏ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯିବ। ନିକଟରେ ମହାପ୍ରୟାଣ ଯୋଜନାର ଆରମ୍ଭ ହୋଇଛି । ଏହି ଯୋଜନା ମାଧ୍ୟମରେ ମାଗଣାର ଶବ ବୁହା ଯିବ ।