ଭଦ୍ରକରେ ମୁଖ୍ୟମନ୍ତ୍ରୀ ! ପ୍ରଭାବିତ ଅଂଚଳ କରିବେ ପରିଦର୍ଶନ

36

କନକ ବ୍ୟୁରୋ : ଭଦ୍ରକରେ ପହଂଚିଲେ ମୁଖ୍ୟମନ୍ତ୍ରୀ । କିଛି ସମୟ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭଦ୍ରକରେ ପହଂଚିଛନ୍ତି । ଭଦ୍ରକରେ ନବୀନ ପଟ୍ଟନାୟକ ସ୍ଥିତି ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି । ଭଦ୍ରକରେ ପରିସ୍ଥିତି ଧିରେ ଧିରେ ସୁଧୁରିବାରେ ଲାଗିଛି ।

ଆଜି ସକାଳ ୭ଟାରୁ ୪ଟା ଯାଏଁ କର୍ଫ୍ୟୁ କୋହଳ କରାଯାଇଛି । ଗତକାଲି ଅପରାହ୍ନ ୪ଟାରୁ ଆଜି ସକାଳ ୭ଟା ଯାଏଁ କର୍ଫ୍ୟୁ ଲାଗିଥିଲା । ଆଜି ସକାଳରୁ କର୍ଫ୍ୟୁ କୋହଳ ଯୋଗୁଁ ସହରରେ ଜନଜୀବନ ସ୍ୱାଭାବିକ ହେଉଛି । କିନ୍ତୁ ଲୋକଙ୍କ ମନରୁ ଭୟ ଦୁର ହୋଇ ନାହିଁ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –