ବର୍ଷା ଓ ସାମ୍ଭାବ୍ୟ ବନ୍ୟାସ୍ଥିତି ମୁକାବିଲା ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା, ସର୍ତକ ରହିବାକୁ ସରକାରୀକଳକୁ ନିର୍ଦ୍ଦେଶ

16

କନକ ବ୍ୟୁରୋ: ବର୍ଷା ଓ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ମୁକାବିଲା ନେଇ ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ହୋଇଛି । ବୈଠକ ପରେ ଏସଆରସି ବିଷ୍ଣୁପଦ ସେଠୀ ସୁଚନା ଦେଇ କହିଛନ୍ତି, ଆସନ୍ତା ୪୮ ଘଣ୍ଟା ମଧ୍ୟରେ ୯ ଟି ଜିଲ୍ଲାକ%E\(