ଦିଲ୍ଲୀରୁ ଫେରିଲେ ମୁଖ୍ୟମନ୍ତ୍ରୀ : କହିଲେ ମହାନଦୀ ପ୍ରସଙ୍ଗରେ ଦିଆଯାଇଛି ସମସ୍ତ ତଥ୍ୟ

46

କନକ ବ୍ୟୁରୋ : ଦିଲ୍ଲୀରୁ ଫେରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମହାନଦୀ ଜଳ ବିବାଦ ନେଇ ହୋଇଥିବା ତ୍ରିପାକ୍ଷିକ ବୈଠକରେ ଯୋଗଦେବା ପାଇଁ ଦିଲ୍ଲୀ ଯାଇଥିଲେ ନବୀନ । ଛତିଶଗଡରେ ଚାଲିଥିବା ନିର୍ମାଣଧିନ ବ୍ୟାରେଜ କାମ ବନ୍ଦ କରିବାକୁ ଛତିଶଗଡକୁ କୁହାଯାଇଥିଲେ ମଧ୍ୟ ଛତିଶଗଡ ଏଥିପାଇଁ ମନା କଲା ବୋଲି ମୁଖ୍ୟମନ୍ତ୍ରୀ ନିଜ ପ୍ରତିକ୍ରିୟାରେ କହିଛନ୍ତି ।

ଏହାସହ ହସ୍ତକ୍ଷେପ ପାଇଁ କେନ୍ଦ୍ର ମଧ୍ୟ ମନା କଲା ବୋଲି ନବୀନ କହିଛନ୍ତି । ଆଗାମୀ କାର୍ଯ୍ୟପନ୍ଥା ନେଇ କ୍ୟାବିନେଟ ବୈଠକରେ ନିଷ୍ପତି ହେବ ବୋଲି ମୁଖ୍ୟନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –