ପୁରୀ : ଶ୍ରୀମନ୍ଦିରର ଜଗମୋହନ ମରାମତି ସମୀକ୍ଷା ବୈଠକରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

22

କନକ ବ୍ୟୁରୋ : ଶ୍ରୀମନ୍ଦିରର ଜଗମୋହନ ମରାମତି ସମୀକ୍ଷା ବୈଠକରେ ଯୋଗଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଜଗମୋହନର ସ୍ଥିତି ସମୀକ୍ଷା କରି ୪ମାସ ଭିତରେ କାମ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଆଇଏସଆଇ ଓ ପୂର୍ତ୍ତବିଭାଗ ମିଳିତ ସମନ୍ୱୟରେ ବାକି କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ହୋଇଥିବା ଏହି ବୈଠକରେ ଏଏସଆଇ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ଓ ସେବାୟତ ସାମିଲ ହୋଇଥିଲେ ।