ତଳେ ଘଂଚ ଜଙ୍ଗଲ, ଉପରେ ଦିଗହରା ନବୀନଙ୍କ ବିମାନ : ସାମ୍ନାକୁ ଆସିଲା ଚାଂଚଲ୍ୟକର ତଥ୍ୟ

29

କନକ ନ୍ୟୁଜ୍ : ମୁଖ୍ୟମନ୍ତ୍ରୀଙ୍କୁ ବଂଚାଇଦେଲା ମୋବାଇଲ୍ । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଜୟପୁରରୁ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ବାଟବଣା ହେବା ପରେ ଜଣେ ସୁରକ୍ଷା କର୍ମୀଙ୍କ ମୋବାଇଲକୁ ଆସିଥିଲା ଭୁବନେଶ୍ୱର ଏୟାର ଟ୍ରାଫିକ୍ କଂଟ୍ରୋଲରୁ ସୂଚନା ଏବଂ ଏହି ସୂଚନା ପାଇ ପାଇଲଟ୍ ଜଣକ ଠିକ୍ ବାଟରେ ହେଲିକପ୍ଟରର ଉଡାଣ ଭରିଥିଲେ ।

ଏହାସହ ଦେଖନ୍ତୁ ଏହି ଭିଡିଓ –