କନକ ବ୍ୟୁରୋ : ଆଶ୍ରମ ସ୍କୁଲ ଛାତ୍ରୀ ନିବାସରୁ ଝୁଲନ୍ତା ଅବସ୍ଥାରେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର । ଫୁଲବାଣୀ ବେଲପଦର ଆଶ୍ରମ ସ୍କୁଲରୁ ତୃତୀୟ ଶ୍ରେଣୀ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି । ସ୍କୁଲର ଡାଇନିଂ ହଲ୍ ଝରକାରୁ ଝୁଲନ୍ତା ଅବସ୍ଥାରେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି ।