ଗଂଜାମ : ବିଜେପିର ଷ୍ଟାର କ୍ୟାମ୍ପନର ଭାବରେ ପ୍ରଚାର କରିଛନ୍ତି ସିନେ କଳାକାର ଶ୍ରୀତମ ଦାସ

24

କନକ ବ୍ୟୁରୋ : ପଂଚାୟତ ନିର୍ବାଚନ ପାଇଁ ଜୋର ଧରୁଛି ପ୍ରଚାର । ଗାଁରୁ ଗାଁ ବୁଲୁଛନ୍ତି ସୁପରଷ୍ଟାର ଓ ହେଭିୱେଟ ନେତା । ଗଂଜାମ ଜିଲ୍ଲାରେ ବିଜେପିର ଷ୍ଟାର କ୍ୟାମ୍ପନର ନିର୍ବାଚନ ପ୍ରଚାର ଜୋର ଦାର କରୁଛନ୍ତି । କୁକୁଡାଖଣ୍ଡି ବ୍ଲକର ଜୋନ ନମ୍ବର ୮, ୯ ଓ ୧୦ରେ ବିଜେପି ପ୍ରାର୍ଥୀଙ୍କ ପ୍ରଚାର କରି ଭୋଟ ଭିକ୍ଷା କରିଛନ୍ତି । କେନ୍ଦ୍ର ସରକାରଙ୍କ ବିଭିନ୍ନ ସଫଳତା ଓ ବିଭିନ୍ନ ଯୋଜନାକୁ ନେଇ ବିଜେପି ଘରେ ଘରେ ପହଚାଂଇବ ବୋଲି କହିଛନ୍ତି ସିନେ କଳାକାର ଶ୍ରୀତମ ଦାସ ।

ଏହା ସହିତ ଦେଖନ୍ତୁ ଏହି ଭିଡିଓ :