ଘୁଂଚି ଘୁଂଚି ଯାଉଛି ପଦ୍ମ ! କେବେ ଟଙ୍କା ଫେରିପାଇବେ ଚିଟଫଣ୍ଡରେ ଟଙ୍କା ହରାଇଥିବା କ୍ଷୁଦ୍ର ଜମାକାରୀ?

47

କନକ ବ୍ୟୁରୋ : ପ୍ରଶ୍ନ ଉଠିଛି କେବେ ଟଙ୍କା ଫେରିପାଇବେ ଚିଟଫଣ୍ଡରେ ଟଙ୍କା ହରାଇଥିବା କ୍ଷୁଦ୍ର ଜମାକାରୀ? ଘୁଂଚି ଘୁଂଚି ଯାଉଛି ପଦ୍ମ । ରାଜ୍ୟ ସରକାର କିଛି ଦିନ ହେଲା ଅଳ୍ପ କିଛି ଚିଟ୍ ଫଣ୍ଡ୍ କ୍ଷତିଗ୍ରସ୍ତଙ୍କ ଯାଂଚ୍ କାମ ଆରମ୍ଭ କରିଛନ୍ତି ।

ଆସନ୍ତା ଜୁନ୍ ଶେଷ ସୁଦ୍ଧା ଏହି ଯାଂଚ୍ କାମ ଶେଷ ହେବ । ତେବେ ଏଥିରେ ସମସ୍ତଙ୍କୁ ନୁହେଁ, କେବଳ କ୍ଷୁଦ୍ର ଜମାକାରୀଙ୍କ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି । ଆଜି ସଚିବାଳୟରେ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରୁ ଏଭଳି ସୂଚନା ମିଳିଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –