ବାଲେଶ୍ୱର ଓ ଭଦ୍ରକ ପରେ ପୁରୀରେ ବିଶ୍ୱାସର ଲମ୍ବା ଲାଇନ୍

39

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ଚିଟଫଣ୍ଡ ଟଙ୍କା ଫେରି ପାଇବା ଦାବିରେ ସାରା ରାଜ୍ୟରେ ଚାଲିଛି ଆନ୍ଦୋଳନ । ଏହାରି ଭିତରେ ଜମାଟଙ୍କା ଫେରାଇ ଦେବା ପ୍ରତିଶୃତି ଦେଇ ଜମାକରୀଙ୍କଠାରୁ ଆହ୍ୱାନ କରାଯାଉଛି ଦରଖାସ୍ତ । ଆଉ ଜମାପୁଞ୍ଜି ଫେରି ଆଶାରେ ସମସ୍ତ ପ୍ରମାଣପତ୍ର ଧରି ପ୍ରଶାସନ ପାଖକୁ ଧାଇଁ ଆସୁଛନ୍ତି ଜମାକାରୀ  । ପୁରୀ ଜିଲ୍ଲା ବ୍ରହ୍ମଗିରିରେ କେମିତି ଲାଗିଛି ବିଶ୍ୱାସର ଲମ୍ବା ଲାଇନ୍ ଦେଖନ୍ତୁ ଏହି ଭିଡିଓରେ ।